Tuesday, October 6, 2026

ସଂସାରେ ଅଛନ୍ତି କେତେ ଦିଅଁ ଦେବତା

ସଂସାରେ ଅଛନ୍ତି କେତେ ଦିଅଁ ଦେବତା ମୋ ଜୀବନ ଆତ୍ମା ବ୍ରହ୍ମଦାରୁ ଅଧାଗଢା ସଂସାରେ ଅଛି ଏତେ ସୁଆଦିଆ ଖାଇବା ମୋତେ ବଡ଼ ଶ୍ରଦ୍ଧା ପୂରୁଷୋତ୍ତମ ଅବଢା

No comments:

Post a Comment