Monday, October 19, 2026

ଜନନୀ ଭଗିନୀ ଜାୟା

ଜନନୀ ଭଗିନୀ ଜାୟା ପ୍ରେମିକା ସ୍ୱରୂପିଣୀ ଶକ୍ତି ସର୍ବମ ସଂହା କିମ୍ପା କରିଛୁ ଏଡ଼େ ବଡ଼ ଅଭିମାନ ତୋ ବିନେ ବିଶ୍ୱ ପ୍ରଳୟ ତୋ ବିନେ ଅଖିଳ ଜଡ଼ ଦେବକୀ ସୁଭଦ୍ରା ରୁକ୍ମଣୀ ରାମ ତୋ ନିଜ ସନ୍ତାନ

No comments:

Post a Comment