Sunday, October 11, 2026

ଟାଇଁ ଟାଇଁ ମାରେ ଭାଦ୍ରବ ମାସ ଟାଣ ଖରା

ଟାଇଁ ଟାଇଁ ମାରେ ଭାଦ୍ରବ ମାସ ଟାଣ ଖରା କଇଁ କଇଁ କାନ୍ଦେ ମହା ପତିତ ରାମର ହୃଦ କମଳ କୁମୁଦ ସମାନ ଚାହିଁ ଚାହିଁ ଦିନ ଗଲା ନଇଁ ନଇଁ ଯାଏ ଅଣ୍ଟା ଛୁଇଁଥାନ୍ତି ଛନ୍ଦା ପାଦ

No comments:

Post a Comment