Thursday, October 8, 2026

ବନମାଳୀଙ୍କର ଗଳାରେ ଲମ୍ବିବାକୁ ଆତ୍ମା

ବନମାଳୀଙ୍କର ଗଳାରେ ଲମ୍ବିବାକୁ ଆତ୍ମା ରଜନୀ ଗନ୍ଧା ହେଲେ ନାହିଁ ପୂର୍ବ ଭାଗ୍ୟ ଲକ୍ଷ୍ମୀ ହୃଦ ଚକାଡୋଳା ସଦୟ ହେଲେ ଏହି ଜୀବନ ହୋଇବ ମାଳାକୁ ଯୋଗ୍ୟ

No comments:

Post a Comment