Friday, October 9, 2026

ସୁଭଦ୍ରା ଭାଇଙ୍କୁ

ସୁଭଦ୍ରା ଭାଇଙ୍କୁ ଏହି ପାତକୀ ଭେଟିବା ଦିନଠାରୁ ଚକାଡୋଳାଙ୍କ ଆଖି ଦୁଇଟା ଭାରି ମନରେ ପଡ଼େ ବଳଦେବ ଅନୁଜଙ୍କ ଚରଣ ଦୁଇଟା ଛୁଇଁବା ପରେ ରାମ ସଂସାର ହୁଡେ ଭାବ ଯୋଡ଼େ ପ୍ରେମ ବଢେ

No comments:

Post a Comment