Saturday, October 10, 2026

ମନ ବୋଲରେ ଇନ୍ଦ୍ରିୟ ନିରନ୍ତର ଉଠୁ ବସ

ମନ ବୋଲରେ ଇନ୍ଦ୍ରିୟ ନିରନ୍ତର ଉଠୁ ବସ ସେମାନେ କେବେ ନ ଘେନନ୍ତି ବିବେକ ବାଣି ତୁ ଯଦି ମାଆ ବିମଳା ସହାୟ ହେବୁ ମୋତେ ନୀଳକନ୍ଦରରେ ଦର୍ଶନ ଲଭିବି ବେଣୁ ପାଣୀ

No comments:

Post a Comment