Sunday, October 18, 2026

ମୋର ପ୍ରାଣ ମିତଣୀରେ

ମୋର ପ୍ରାଣ ମିତଣୀରେ ଚାହାଁନା ସେହି ଚକାଡ଼ୋଳାଙ୍କୁ ଚାହାଁନା ସେହି ଚକାଡ଼ୋଳାଙ୍କର ଶ୍ୟାମ ତ୍ରିଭଙ୍ଗ ଠାଣିକୁ ମୋହନ ବଂଶୀ ବଜାଇ ବନମାଳୀ ହରିନେବେ ଆତ୍ମାକୁ ଝୁରି ଝୁରି ମରୁଥିବୁ ପଚାର ପ୍ରେମିକା ଶ୍ରୀରାଧା ରାଣୀକୁ

No comments:

Post a Comment