Friday, September 18, 2026

ଭକ୍ତି ଭିଡ଼ିନିଏ ନନ୍ଦୀଘୋଷ ରଥ

ଭକ୍ତି ଭିଡ଼ିନିଏ ନନ୍ଦୀଘୋଷ ରଥ ପ୍ରେମ ବୋହିନିଏ ଦାରୁବ୍ରହ୍ମ ମୂର୍ତ୍ତି ତ୍ୟାଗ ଗୁନ୍ଥି ପକାଏ ମଥା ଟାହିଆ ଜ୍ଞାନ ସଦା ଗାଉଥାଏ କୃଷ୍ଣ କୀର୍ତ୍ତି

No comments:

Post a Comment