Saturday, September 19, 2026

କେଉଁଠି ରହିଗଲ କିହୋ କଳା ସାଆନ୍ତେ

କେଉଁଠି ରହିଗଲ କିହୋ କଳା ସାଆନ୍ତେ କାଲି ରାତି ମୋର ସ୍ୱପ୍ନରେ ତୁମେ ଆସିନ କାହାର ଏଡ଼େ ସୌଭାଗ୍ୟ ବାନ୍ଧି ପାରିଲା ଆଗରୁ କେବେ ତ ଏଡିକି ସୁନ୍ଦର ଦିଶିନ

No comments:

Post a Comment