Wednesday, September 23, 2026

ଯେଉଁଠି କର୍ଣ୍ଣରେ ପଡିବ ଶ୍ରୀଗୋବିନ୍ଦ ନାମ ସଙ୍କୀର୍ତ୍ତନ

ଯେଉଁଠି କର୍ଣ୍ଣରେ ପଡିବ ଶ୍ରୀଗୋବିନ୍ଦ ନାମ ସଙ୍କୀର୍ତ୍ତନ ମନ ଥୟ କରି ଦଣ୍ଡେ ବସ କୃଷ୍ଣ ପ୍ରେମ ରସରେ ଭାସ ସେଇଠି ନୃତ୍ୟ ରତ ଯଶୋଦାର ଜୀବନ ରଙ୍କୁଣୀ ଧନ ବଂଶୀ ଧ୍ୱନିକୁ କର୍ଣ୍ଣ ଡେର ଛନ୍ଦା ଚରଣରେ କର ଆଶ

No comments:

Post a Comment