Thursday, September 24, 2026

ପକ୍ଷୀ ଯେସନ ସନ୍ତୁଷ୍ଠ ଗଗନ କୋଳରେ

ପକ୍ଷୀ ଯେସନ ସନ୍ତୁଷ୍ଠ ଗଗନ କୋଳରେ ଜଳ ଜୀବଜନ୍ତୁ ସନ୍ତୁଷ୍ଠ ଯେସନ ଜଳରେ ହେ ବ୍ରହ୍ମଦାରୁ ଚକାଡୋଳା କମଳା କୃଷ୍ଣ ଜୀବ ଆତ୍ମା ସନ୍ତୁଷ୍ଠ ତୁମ୍ଭ ପାଦ ତଳରେ

No comments:

Post a Comment