Monday, September 14, 2026

ହେ ନିରଅହଙ୍କାରୀ ଚକାଡୋଳା ସମଦର୍ଶୀ

ହେ ନିରଅହଙ୍କାରୀ ଚକାଡୋଳା ସମଦର୍ଶୀ ହେ ସର୍ବ ସହ ବ୍ରହ୍ମଦାରୁ ସନାତନ ସାରଥୀ ହେ ଅଶରଣ ଅଶରଣ ସର୍ବ ଜୀବ ଜୀବନ କମଳିନୀ ହୃଦ ହରି ଚନ୍ଦନ ଘେନ ଆରତି

No comments:

Post a Comment