Friday, September 18, 2026

ତୁ ପରମ ଦୟାଳୁ ପତିତ ପାବନ

ତୁ ପରମ ଦୟାଳୁ ପତିତ ପାବନ ଵାସୁଦେବ ବ୍ରହ୍ମଦାରୁ ଅଧାଗଢା ଚକାଡୋଳା କରୁଣା ସମୁଦ୍ର ଜାନକୀ ଜୀବନ ତୁ ସୂର୍ଯ୍ୟ ଶଶୀ ନୟନ ଅଯାଚିତ ପ୍ରେମ ଲକ୍ଷ୍ମୀ ନୃସିଂହ ବିଶାଳ ଉଦାର ବକ୍ଷ ପ୍ରସାରିତ ଭୁଜ ନିବିଡ ଆଲିଙ୍ଗନ

No comments:

Post a Comment