Monday, September 14, 2026

ଦେହ ହୋଇଗଲା ମନର ଚିର କିଣା ଦାସ

ଦେହ ହୋଇଗଲା ମନର ଚିର କିଣା ଦାସ ଗୋବିନ୍ଦ ପାଇଁକି କିଏ ଗୁନ୍ଥିବ ତୁଳସୀ ମାଳ କିଏ ସେ ଆଉ କରିବ ହରି ନାମ ସଙ୍କୀର୍ତ୍ତନ ବିକାରଠୁଁ ହାରି ବିବେକ ବୁଲଇ ଧରି ଥାଳ

No comments:

Post a Comment