Friday, September 18, 2026

ରାମକୁ ଯଦି ଶ୍ୟାମ ସୁନ୍ଦର ଚାକର ରଖନ୍ତେ

ରାମକୁ ଯଦି ଶ୍ୟାମ ସୁନ୍ଦର ଚାକର ରଖନ୍ତେ ଆହାଃ ନ ହୁଅନ୍ତା ଉଭଙ୍କର କେତେ ସୁବିଧା ଦାରୁବ୍ରହ୍ମ ଅଧାଗଢା ପାଆନ୍ତେ ତୁଳସୀ ମାଳ ଅଭୟ ଛନ୍ଦା ପାଦ ଛୁଇଁ ଖଣ୍ଡନ୍ତା ଭଵ ବାଧା

No comments:

Post a Comment