Sunday, September 20, 2026

ପିତା ବ୍ରହ୍ମଦାରୁ ଅଧାଗଢା ଚକାଡୋଳା ସବୁ ଦେଖନ୍ତି

ପିତା ବ୍ରହ୍ମଦାରୁ ଅଧାଗଢା ଚକାଡୋଳା ସବୁ ଦେଖନ୍ତି ମାତା ମହାଲକ୍ଷ୍ମୀ ବୁଝନ୍ତି କୋଟି ବିଶ୍ୱ ବ୍ରହ୍ମାଣ୍ଡ ଖବର ସତ୍ୟ ଧର୍ମ ଦୟା ଶାନ୍ତି କ୍ଷମା ପ୍ରେମକୁ ମିଳେ ଅମୃତ ବିକାର ଗ୍ରସ୍ତ ମାୟାଚ୍ଛନ୍ନକୁ ମିଳେ ଯମର ବେଭାର

No comments:

Post a Comment