Wednesday, September 23, 2026

ରତ୍ନ ସିଂହାସନରେ କମଳିନୀ

ରତ୍ନ ସିଂହାସନରେ କମଳିନୀ ହୃଦୟଙ୍କ ଦର୍ଶନ ପାଇଁ ମଙ୍ଗଳ ଆରତି ବେଳେ ଗରୁଡ଼ ପଛରେ ଉଭା ହେଲି ଚକାଡୋଳାଙ୍କର ଶୋଭାର ଉପମା ଖୋଜି ନ ପାଇଣ ଅଥଳ କରୁଣା ସିନ୍ଧୁ ଦୁଇ ଭୁଜ ଉର୍ଦ୍ଧ୍ୱକୁ ତୋଳି ଦେଲି

No comments:

Post a Comment