Tuesday, September 15, 2026

ଚକାଡୋଳା ତୁମ୍ଭେ ଜୀବ ହୃଦୟ ଅନ୍ଧାରରେ

ଚକାଡୋଳା ତୁମ୍ଭେ ଜୀବ ହୃଦୟ ଅନ୍ଧାରରେ କୋଟି କୁମାର ପୂର୍ଣିମା ରୂପା ଥାଳି ସୁଧାକର ବ୍ରହ୍ମଦାରୁ ତୁମ୍ଭେ ଜୀବର ଇନ୍ଦ୍ରିୟ ଭର୍ତ୍ତା ମନ ନୀଳ ନିର୍ମଳ ଉଷା ନଭରେ ତୁମ୍ଭେ ଦିବାକର

No comments:

Post a Comment