Tuesday, September 15, 2026

ହେ ବୈଦେହୀ ହୃଦୟ ଚନ୍ଦନ

ହେ ବୈଦେହୀ ହୃଦୟ ଚନ୍ଦନ ଅଶେଷ କରୁଣା ମହାସାଗର ବ୍ରହ୍ମଦାରୁ ଅଧାଗଢା ତୋ ଚରଣ ରେଣୁରେ ଅହଲ୍ୟା ମୋକ୍ଷ ହେ ଅର୍ଜୁନ ରକ୍ଷା କବଚ ପରମ ସହିଷ୍ଣୁ ନର ନାରାୟଣ କୃଷ୍ଣ ଚକାଡୋଳା ମହାବାହୁ ତୋ ଛାୟାରେ ରଖ ହେ ଅରବିନ୍ଦାକ୍ଷ

No comments:

Post a Comment