Saturday, September 19, 2026

ଆତ୍ମା ଶାରୀ ଲୋ ଆଉ

ଆତ୍ମା ଶାରୀ ଲୋ ଆଉ ଶ୍ୟାମ ସୁନ୍ଦରଙ୍କୁ ଝୁରି କିବା ଲାଭ କମଳା ହୃଦ କମଳରେ କଳା ଶ୍ରୀମୁଖ ଦିଶନ୍ତି ବହୁତ ସୁଖି ପହଡ଼ ଉଠିଲେ ଭକତ ପହଡ଼ ପଡିଲେ ଶ୍ରୀଗୀତଗୋବିନ୍ଦ ଛନ୍ଦା ପାଦ ସେବାରୁ ବଞ୍ଚିତ ରାଧା ହେଲା ବଡ଼ ନିରୀମାଖି

No comments:

Post a Comment