Thursday, September 17, 2026

ରଙ୍ଗା ଅଧରେ ମୋହନ ବଂଶୀର ମଧୁର ଧ୍ୱନୀ

ରଙ୍ଗା ଅଧରେ ମୋହନ ବଂଶୀର ମଧୁର ଧ୍ୱନୀ ନିରନ୍ତର ବାହୁନେ ରାଧେ ରାଧେ ରାଧେ ରାଧେ ଶିରରେ ଶିଖି ପୂଛ ତ୍ରିଭଙ୍ଗ ଠାଣି ଶ୍ୟାମ ସୁନ୍ଦର ପୀତବାସ ହେ ପଦେ ରଖ ବିକାର ଦାଉ ସାଧେ

No comments:

Post a Comment