Friday, September 18, 2026

ନବଜାତକୁ ମାଆ କୋଳ

ନବଜାତକୁ ମାଆ କୋଳ ମାଆ ସ୍ତନରେ କ୍ଷୀର ତୁମ୍ଭେ ବ୍ରହ୍ମଦାରୁ ତୁମ୍ଭେ ଜଗନ୍ନାଥ ବାଳକୁ କ୍ରୀଡାସଙ୍ଗୀ ଗୁରୁ ବିଦ୍ୟା ସଂଯମ ଦୀକ୍ଷା ଯୁବାକୁ ବଳ ବୀର୍ଯ୍ୟ କାମିନୀ କାଞ୍ଚନ ପୁରୁଷାର୍ଥ ତୁମ୍ଭେ ଚକାଆଖି ହେ ପତିତପାବନ ତୁମ୍ଭେ ଅଭୟ ଚରଣ ବୃଦ୍ଧର ଚିରାଶ୍ରୟ ଭିକ୍ଷା

No comments:

Post a Comment