Tuesday, September 15, 2026

ସାଧାରଣ ଲୋକଙ୍କର

ସାଧାରଣ ଲୋକଙ୍କର ସିଏ ଅସାଧାରଣ ଦେବତା ଚକାଡୋଳା ଅପଲକ ଚକ୍ଷୁରେ ସୂର୍ଯ୍ୟ ଚନ୍ଦ୍ର ସୁଧା ଅସାଧାରଣ ବିପଦକୁ ଚକ୍ରରାଜ ସୁଦର୍ଶନ ତେଜ ଅଶରଣ ଶରଣ ଅନାଥର ଖଣ୍ଡନ୍ତି ସକଳ ବାଧା

No comments:

Post a Comment