Thursday, September 17, 2026

ପାଞ୍ଚଭୁତଙ୍କୁ ସମର୍ପି ଦେଇଣ ଜୀବନକୁ

ପାଞ୍ଚଭୁତଙ୍କୁ ସମର୍ପି ଦେଇଣ ଜୀବନକୁ ନୀଳକନ୍ଦରେ ହୋଇ ବସିଛ ଅଧାଗଢା ଜଞ୍ଜାଳ ଦେହ ଛାଇ ପରି ଗୋଡ଼େଇଛି ଅଶରଣ ଶରଣ ଆଶ୍ରୟକୁ ଚରଣ ବଢ଼ା

No comments:

Post a Comment