Sunday, September 20, 2026

କର୍ଣ୍ଣରେ ଶୁଣିଣ ମୋହନ ମଧୁର ମୁରଲୀର ଧ୍ବନୀ ନବଧା ଭକ୍ତିରୁ ଶ୍ରୀରାଧା ତୋଳିଲେ କାନ୍ତାର ଭାବ ନୟନେ ଦେଖି ତ୍ରିଭଙ୍ଗ ବନମାଳୀ ମଦନ ମୋହନ ଦେହ ପାଷୋରିଲେ ଲଭି କେଶବ ଆତ୍ମା ବଲ୍ଲଭ

No comments:

Post a Comment