Monday, September 14, 2026

ରଜ ଗୁଣିକୁ ଭୁଞ୍ଜାଉ ସଂସାରର ସକଳ ଜଞ୍ଜାଳ

ରଜ ଗୁଣିକୁ ଭୁଞ୍ଜାଉ ସଂସାରର ସକଳ ଜଞ୍ଜାଳ ତମ ଗୁଣିକୁ ଭୁଞ୍ଜାଉ ଯମଦଣ୍ଡ କୁମ୍ଭି ପାକ ନର୍କ ସତ୍ତ୍ୱ ଗୁଣିକୁ ଦେଉ ଅଭୟ ଚରଣରେ ଆଶ୍ରୟ ହେ ଦୟାଳୁ କୃଷ୍ଣ ଶୁଭୁଛି କି ଏହି ଅନାଥ ଡାକ

No comments:

Post a Comment