Friday, September 18, 2026

ଶ୍ରୀପୁରୁଷୋତ୍ତମ ଏତେ ଯାତ୍ରୀତ

ଶ୍ରୀପୁରୁଷୋତ୍ତମ ଏତେ ଯାତ୍ରୀତ ଯାଉଅଛ କେହି ଜଣେ ଆଖି ଲୁହରେ ଓଦା ଅସ୍ପଷ୍ଟ ଏ ଚିଠି ଦେବ ଚକାଡ଼ୋଳାଙ୍କୁ ପାପର ଭାରରେ ବାଇଶି ପାହାଚ ଚଢି ନ ପାରିଲା ରାମ ପତିତପାବନ ଅଧାଗଢା ଥରେ ଦର୍ଶନ ଦେବେ ପତିତକୁ

No comments:

Post a Comment