Wednesday, September 16, 2026

କମଳାକାନ୍ତ ଗଳାରେ

କମଳାକାନ୍ତ ଗଳାରେ ସର୍ବଦା ମାଳା ହୋଇ ଲମ୍ବିଅଛୁ ଅତି ସୌଭାଗ୍ୟ କମଳରେ ଲଭୁଥିବୁ ବ୍ରହ୍ମାନନ୍ଦ ସୁଖ ଦିବସ ନିଶୀ ଗରୁଡ ପଛରେ ଉର୍ଦ୍ଧ୍ୱକୁ ବାହୁ ଟେକି ଅଛି ଟିକେ ଅନୁଭବ କରନ୍ତି ଦୟା ବର୍ଷିବେକି କଳାଶ୍ରୀମୁଖ

No comments:

Post a Comment