Tuesday, September 22, 2026

ବିନ୍ଦୁ ବିନ୍ଦୁ ଜଳରେ ଗଢା ମହାସାଗର

ବିନ୍ଦୁ ବିନ୍ଦୁ ଜଳରେ ଗଢା ମହାସାଗର ରାଶି ରାଶି ବ୍ରହ୍ମରେ ଗଢା ଶ୍ରୀଜଗନ୍ନାଥ ଜାଣ ନ ଜାଣି କରେ ମୁଁହି ବହୁତ ପାପ ଚରଣେ ଶରଣ ଦେବେକି ଗୋପୀନାଥ

No comments:

Post a Comment