Monday, September 21, 2026

ଜୀବ ବ୍ରହ୍ମ ଭିତରେ ଯେଉଁ ନିବିଡ

ଜୀବ ବ୍ରହ୍ମ ଭିତରେ ଯେଉଁ ନିବିଡ ବନ୍ଧନ ନିଷ୍କାମ ପ୍ରେମ ନବଧା ଭକ୍ତିରେ ଗୁନ୍ଥା ମହାଲକ୍ଷ୍ମୀ ଗଳାରେ ମଙ୍ଗଳ ସୂତ୍ର ଦେବକୀ ଉଦରେ ସମ୍ଭୁତ ଯଶୋଦା ହୃଦୟ ଚନ୍ଦନ କୃଷ୍ଣ ଅର୍ଜୁନ ରଥ ସାରଥି ଚକାଆଖି ପାବନ ସୂର୍ଯ୍ୟ ଚନ୍ଦ୍ର ନେତ୍ର

No comments:

Post a Comment