Tuesday, September 15, 2026

ଯେତେ ଦେଖିଲେ ଜୀବର ହୃଦୟ ଭରେ ନାହିଁ

ଯେତେ ଦେଖିଲେ ଜୀବର ହୃଦୟ ଭରେ ନାହିଁ ହେ ବ୍ରହ୍ମଦାରୁ ତୁମ୍ଭ ଚକାଡ଼ୋଳାରେ କି କୁହୁକ ଥରୁଟିଏ ଅଧାଗଢା ଛନ୍ଦା ପାଦକୁ ଛୁଇଁଦେଲେ ହେ ହରି ହେ ହରି ସଦା ବାହୁନେ ଆତ୍ମା ଡାହୁକ

No comments:

Post a Comment