Wednesday, September 23, 2026

କାଳେ କେଉଁ ଜୀବଟିଏ ଅଣଦେଖା ହୋଇଯିବ

କାଳେ କେଉଁ ଜୀବଟିଏ ଅଣଦେଖା ହୋଇଯିବ ପତିତପାବନଙ୍କର ଚକାଆଖି ଦୁଇ ସଦା ଖୋଲା କାଳେ କେଉଁ ପାତକୀଟିଏ ମୁକ୍ତିରୁ ବଞ୍ଚିତ ହେବ ବଡ଼ଦାଣ୍ଡେ ସ୍ୱୟଂ ଜଗନ୍ନାଥ ବିଶାଳ ଭୁଜ ମେଲା

No comments:

Post a Comment