Tuesday, September 22, 2026

ଯେଣେ ଚାହିଁଲେ ଶ୍ରୀଜଗନ୍ନାଥଙ୍କ

ଯେଣେ ଚାହିଁଲେ ଶ୍ରୀଜଗନ୍ନାଥଙ୍କ ସର୍ବାଙ୍ଗରେ କଳା ତୁଳସୀ ଦେଖି ଦେଲେ ହିଁ କ୍ରୋଧରେ ରାଧାର ସର୍ବାଙ୍ଗ ଯାଉଛି ଜଳି ହତଭାଗିନୀ ରାଧା ମଥାରେ ହସ୍ତ ରଖି କହିଲ ଚକାଡୋଳା ମୋଠୁଁ ତୁମ୍ଭଙ୍କୁ ଆଉ କେ ବେଶି ଭଲ ପାଇବକି ବନମାଳୀ

No comments:

Post a Comment