Wednesday, September 16, 2026

ଭେଣ୍ଡିଆର ଆଶାରାରେ

ଭେଣ୍ଡିଆର ଆଶାରାରେ ବୃଦ୍ଧ ବୃଦ୍ଧା ବାଟ ଚାଲନ୍ତି ବୟସ୍କମାନଙ୍କ ଅନୁଭୁତିରେ ସୁପରିଚାଳିତ ବ୍ରହ୍ମାଣ୍ଡ ଭକ୍ତର ଭକ୍ତି ଆଶାରାରେ ନନ୍ଦୀଘୋଷ ଭିଡା ହୁଏ କାଳିଆ ପ୍ରେମରେ ସଦା ଉତ୍ସବ ମୁଖର ବଡଦାଣ୍ଡ

No comments:

Post a Comment