Wednesday, September 16, 2026

ରୁକ୍ମଣୀ ହୃଦୟ ଚନ୍ଦନ

ରୁକ୍ମଣୀ ହୃଦୟ ଚନ୍ଦନ ଅର୍ଜୁନ ପ୍ରାଣ ସଖା ପରମ ଦୟାଳୁ ନୀଳକନ୍ଦରରେ ପରିବାର ସହ ବାସ କରିଛନ୍ତି ବଂଶିଧରା ବିନତା ସୁତ ଖଗପତି ପଛରେ ବେନି ବାହୁକୁ ତୋଳିଲେ ପାଞ୍ଚାଳୀ ଉଦ୍ଧାର ଅଭୟ ପାଦେ ଦିଅନ୍ତି ଆତ୍ମାକୁ ଆଶରା

No comments:

Post a Comment