Wednesday, September 23, 2026

ଦେହ ସଦା ଇଚ୍ଛଇ ଇନ୍ଦ୍ରିୟ ଭୋଗ

ଦେହ ସଦା ଇଚ୍ଛଇ ଇନ୍ଦ୍ରିୟ ଭୋଗ ରଜ ତମ ଚିର ସାଥୀ ଜରା ରୋଗ ଆତ୍ମା ସଦା ଇଛଇ ବ୍ରହ୍ମଦାରୁ ସଙ୍ଗ ସତ୍ତ୍ୱ ସଦା ଇଛଇ ଅଷ୍ଟାଙ୍ଗ ଯୋଗ

No comments:

Post a Comment