Monday, September 21, 2026

ଏହି ପତିତ ହୃଦୟ କମଳ କେଶରରେ ତୁମ୍ଭ ଛନ୍ଦା ଚରଣ

ଏହି ପତିତ ହୃଦୟ କମଳ କେଶରରେ ତୁମ୍ଭ ଛନ୍ଦା ଚରଣ ତୁମ୍ଭ ଛନ୍ଦା ଚରଣରେ ହେ କୃଷ୍ଣ ହେ ରାମ ପତିତର ମଥା ତୁମ୍ଭେ ଦୟାଳୁ ଅତି ଦୟାଳୁ ପରମ ଦୟାଳୁ କମଳା ହୃଦ ହେ ବ୍ରହ୍ମଦାରୁ ଚକାଆଖି ଶୁଣ ଥରେ ପତିତ ଅନ୍ତର ବ୍ୟଥା

No comments:

Post a Comment