Friday, September 18, 2026

ହେ ଚକାଡୋଳା ତୁମ୍ଭରି ବିସ୍ତାରିତ ବିଶାଳ ବାହୁ

ହେ ଚକାଡୋଳା ତୁମ୍ଭରି ବିସ୍ତାରିତ ବିଶାଳ ବାହୁ ଅଖିଳ ବିଶ୍ୱ ବ୍ରହ୍ମାଣ୍ଡକୁ କରୁଅଛି ନିବିଡ଼ ଆଲିଙ୍ଗନ ଜଗତ ଦେଖେ ବ୍ରହ୍ମଦାରୁ ଶ୍ରୀଜଗନ୍ନାଥ ଅଧାଗଢା କୋଟି କନ୍ଦର୍ପକୁ ରସ ଭରି କିଏ କଲା ଉଦ୍ଭାବନ

No comments:

Post a Comment