Saturday, September 19, 2026

ଗାୟତ୍ରୀ ମନ୍ତ୍ର ଉଚ୍ଚାରି ଦାରୁବ୍ରହ୍ମଙ୍କୁ ପ୍ରଦକ୍ଷିଣ କଲି

ଗାୟତ୍ରୀ ମନ୍ତ୍ର ଉଚ୍ଚାରି ଦାରୁବ୍ରହ୍ମଙ୍କୁ ପ୍ରଦକ୍ଷିଣ କଲି ଉଲ୍ଲସିତ ହେଲା ହୃଦୟ ପଦ୍ମ ଚକାଡୋଳାଙ୍କୁ ଚାହିଁ ଓଁକାର ମନ୍ତ୍ର ଉଚ୍ଚାରି ବ୍ରହ୍ମଦାରୁଙ୍କୁ ପରିକ୍ରମା କଲି ଉଲ୍ଲସିତ ହେଲା ଆତ୍ମା ଅଧାଗଢାଙ୍କ ପାଦକୁ ଛୁଇଁ

No comments:

Post a Comment