Friday, September 18, 2026

ଚକାଡୋଳା ହେ କି ଗାଇବି

ଚକାଡୋଳା ହେ କି ଗାଇବି ତୁମ୍ଭ କୃପା କରୁଣା ଗାଥା ହେ ଶ୍ରୀପତି ସ୍ମରଣ କଲେ ଭକତିରେ ନଇଁଥାଏ ମଥା କ୍ଷୁଦାକୁ ଅନ୍ନ ତୃଷାକୁ ଜଳ ଜୀବନକୁ ପାଞ୍ଚ ଭୁତ ତୁମ୍ଭେ ତୁମ୍ଭ ବିଶାଳ ବକ୍ଷରେ ବିଶ୍ୱ ବ୍ରହ୍ମାଣ୍ଡ ତୁମ୍ଭେ ପିତା ମାତା

No comments:

Post a Comment