Friday, September 18, 2026

ସାଧାରଣ ଜନତାଙ୍କ ଅତି ସାଧାରଣ ଦେବତା

ସାଧାରଣ ଜନତାଙ୍କ ଅତି ସାଧାରଣ ଦେବତା ଦିଅଁ କହିଲେ ନିମ୍ବକାଠରେ ଦୁଇଟି ଚକାଆଖି ନାହିଁ ହାତ କି ପାଦ ଖୋଇଦେଲେ ଖାଇଥାଏ କିଏ ଭୋକିଲା ରହିଲା ବୁଝୁଥାଏ ଡାକି ଡାକି

No comments:

Post a Comment