Wednesday, September 16, 2026

ଫୁଲଟିଏ ଛିଣ୍ଡେଇଲି ମଉଳି ଗଲା

ଫୁଲଟିଏ ଛିଣ୍ଡେଇଲି ମଉଳି ଗଲା ଥରୁଟିଏ କେବଳ ସୂଂଘେଇ ବାସନା ବନମାଳୀ ଗଳାରେ ସର୍ବଦା ସତେଜ ଛନ୍ଦା ଚରଣରେ ଥିବି ହୃଦେ ବସନା

No comments:

Post a Comment