Saturday, October 3, 2026

କେଉଁଠୁଁ ଭାସି ଆସୁଅଛି

କେଉଁଠୁଁ ଭାସି ଆସୁଅଛି ଏହି ସୁଧା ମଧୁର ବଂଶୀ ଧ୍ୱନି ସଖୀ ଲୋ ମୋ ବନମାଳୀ ନୀଳକନ୍ଦରରେ ଅଧାଗଢା ଚକ୍ର ସୁଦର୍ଶନ କରରୁ ଥୋଇ ଅଧରେ ବଂଶି ଘେନିଲେ ମନେ ପଡ଼ିଲା କି ବୃନ୍ଦାବନରୁ ଗୋପ ଗୋଧୂଳି ବାହୁଡା

No comments:

Post a Comment