Saturday, October 3, 2026

ରାମ ରାମ ରାମ ରାମମୟ

ରାମ ରାମ ରାମ ରାମମୟ ପ୍ରତି ବଡଦାଣ୍ଡର ବାଲି ରେଣୁ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣମୟ ପ୍ରତିଟି ବଡଦାଣ୍ଡର ବାଲି ରେଣୁ ବିମଳା ଦୃଷ୍ଟି ପଡି ବଡଦାଣ୍ଡ ବାଲି ରେଣୁ କୈବଲ୍ୟ ଖଳା ବଡଦାଣ୍ଡ ବାଲି ରେଣୁ ରେଣୁରେ ମୋହନ ଅଧରେ ବେଣୁ

No comments:

Post a Comment