Wednesday, October 14, 2026

ଶ୍ରୀଜଗନ୍ନାଥ ଭକ୍ତମାନଙ୍କ ସମୁଦ୍ର ଭକ୍ତି ଦେଖିକି

ଶ୍ରୀଜଗନ୍ନାଥ ଭକ୍ତମାନଙ୍କ ସମୁଦ୍ର ଭକ୍ତି ଦେଖିକି ହାତ ଆଞ୍ଜୁଳିରୁ ମୋ ଭକ୍ତି ଟିକକ ପଡିଲା ଗଳି ପ୍ରଭୁଙ୍କୁ ଭକତି କରୁଛି ବୋଲି ଯେଉଁ ଅଭିମାନ ଅଧାଗଢାଙ୍କର ଛନ୍ଦା ଚରଣରେ ପଡିଲା ଟଳି

No comments:

Post a Comment