Wednesday, October 14, 2026

ମାଆ ଗର୍ଭରୁ ଶଶ୍ମାନ ଯେତେ ବାଟ

ମାଆ ଗର୍ଭରୁ ଶଶ୍ମାନ ଯେତେ ବାଟ କୃଷ୍ଣ ବଂଶୀ ନାଦରେ ହୃଦୟ ଭରୁ ସୁଖ ଦୁଃଖ ଜଞ୍ଜାଳ ଭରା ଜୀବନ କୃଷ୍ଣ ଛନ୍ଦା ଚରଣରେ ଯାତ୍ରା ସରୁ

No comments:

Post a Comment