Monday, October 19, 2026

ବୈତରଣୀ ବାଲି ଶଶ୍ମାନ ଗାତ ବେକେ ଗଭୀର

ବୈତରଣୀ ବାଲି ଶଶ୍ମାନ ଗାତ ବେକେ ଗଭୀର ମାଡି ମୋଡି ଭରିବେ ନ ଦିଶିବ ମାୟା ସଂସାର ଅର୍ଜନ ଗର୍ଜନ ଆୟୁଧ ବେଶ ଭୂଷା ସବୁ ନିଷେଧ ଫିଟାଇ ଫେରି ପାରିବୁନି ସାତ କବାଟ କଂସାର

No comments:

Post a Comment