Monday, October 19, 2026

ନ ଦେଲେ ନ ଦିଅନ୍ତୁ

ନ ଦେଲେ ନ ଦିଅନ୍ତୁ ଧରା ସେ ଶ୍ୟାମ ମୁରଲୀ ଧରା ଶ୍ୟାମ ଛନ୍ଦା ଚରଣକୁ ଖୋଜିବି ମୋର ଜୀବନ ସାରା କମଳା ନଣନ୍ଦ ସୁଭଦ୍ରା ତିନି କୃପା ନେତ୍ରେ ଚାହିଁଲେ ଆତ୍ମା କହେ ରାମ ଭେଟିବ ସକଳ ଦୁଃଖ ପାଶୋରା

No comments:

Post a Comment