Tuesday, October 20, 2026

ସକଳ କଳା ଅତି ଦୃଢ଼ରେ

ସକଳ କଳା ଅତି ଦୃଢ଼ରେ ବନ୍ଧା ଗୁଣ ସୂତ୍ରରେ ଅଖିଳ ବ୍ରହ୍ମାଣ୍ଡ ଚକାଡୋଳା କମଳ ନେତ୍ରରେ ବୁଦ୍ଧି ଯୋଗରେ ଚାଷ କରିଲେ ଜୀବନ ଯାକ ଜଗନ୍ନାଥ ପରଷିବେ ଅବଢ଼ା ସୁବର୍ଣ୍ଣ ପାତ୍ରରେ

No comments:

Post a Comment