Tuesday, October 20, 2026

ମୁରଲୀ ଅଧର ମୁରଲୀ ଧ୍ୱନିଠାରୁ ମଧୁର

ମୁରଲୀ ଅଧର ମୁରଲୀ ଧ୍ୱନିଠାରୁ ମଧୁର ଯେଉଁଥି ପାଇଁକି ଝୁରି ଝୁରି ମରେ ରାଧିକା ଅନ୍ତର୍ଯ୍ୟାମୀ ଚକାଡୋଳା ଲକ୍ଷ୍ମୀ ଜଗନ୍ନାଥ ଅଧାଗଢା ଛନ୍ଦାପାଦ କିବା କହିବି ଅଧିକା

No comments:

Post a Comment